କବାଡ଼ିଆକୁ ‘ମୋ ସାଇକେଲ୍‌’ ବିକ୍ରି ପ୍ରସଙ୍ଗ: ପକ୍ଷ ରଖିଲେ ହେକ୍ସି କର୍ତ୍ତୃପକ୍ଷ

କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ନୂଆ ଚାଲ୍‌ ଭୁବନେଶ୍ବର : ରାଜଧାନୀ ରାସ୍ତାରୁ ଶହଶହ ‘ମୋ ସାଇକେଲ୍‌’ ଉଠାଇ ନେଇ କବାଡ଼ିଆକୁ ବିକିଦେବା ପ୍ରସଙ୍ଗରେ ଆଜି ନୂଆ ମୋଡ଼ ଆସିଛି। ସାଇକେଲ ବିକିଥିବା ହେକ୍ସି ସଂସ୍ଥାର ଅଧିକାରୀ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) କର୍ତ୍ତୃପକ୍ଷ ଓ ସହିଦନଗର ପୁଲିସ ନିକଟ‌ରେ ହାଜର ହୋଇ ପକ୍ଷ ରଖିଛନ୍ତି। କହିଛନ୍ତି, ‘ ବିଏସ୍‌ସିଏଲ୍‌କୁ ଏକ ହଜାର ସାଇକେଲ୍‌ ଦରକାର, ଆମେ ଦେଇଦେଲେ ଗଲା। … Continue reading କବାଡ଼ିଆକୁ ‘ମୋ ସାଇକେଲ୍‌’ ବିକ୍ରି ପ୍ରସଙ୍ଗ: ପକ୍ଷ ରଖିଲେ ହେକ୍ସି କର୍ତ୍ତୃପକ୍ଷ